ಅರ್ಥ : ଚଢ଼େଇ ଏବଂ କିଛି କୀଟଙ୍କର ଏକ ଅଙ୍ଗ ଯାହା ଉଡ଼ିବାରେ ସହାୟକ
ಉದಾಹರಣೆ :
ଶିକାରୀ ଖଣ୍ଡାରେ ପକ୍ଷୀର ଦୁଇଟି ଯାକ ଡେଣା କାଟିଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :
A movable organ for flying (one of a pair).
wingಅರ್ಥ : ଯାହାକୁ ଆମେ ନିଜର ବୋଲି ଭାବୁନା
ಉದಾಹರಣೆ :
ନିଃସ୍ୱାର୍ଥ ସେବକ ନିଜ ଓ ପର ମଧ୍ୟରେ ଭେଦ କରନ୍ତି ନାହିଁ
ಸಮಾನಾರ್ಥಕ : ଇତର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା
ಉದಾಹರಣೆ :
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :