ಅರ್ಥ : ଯାହାର ଆଖି ପଦ୍ମ ଭଳି ସୁନ୍ଦର
ಉದಾಹರಣೆ :
ରାଧା କମଳନୟନ କୃଷ୍ଣଙ୍କୁ ପ୍ରେମ କରୁଥିଲେ
ಸಮಾನಾರ್ಥಕ : ଅରବିନ୍ଦ ନୟନ, କମଳ ଲୋଚନ, କମଳନେତ୍ର, କମଳନୟନ, ପଦ୍ମ -ଲୋଚନ, ପୁଣ୍ଡରିକନେତ୍ର, ପୁଣ୍ଡରୀକାକ୍ଷ, ରାଜୀବଲୋଚନ
ಇತರ ಭಾಷೆಗಳಿಗೆ ಅನುವಾದ :
जिसकी आँखे कमल के समान सुंदर हों।
राधा कमलनयन कृष्ण से प्रेम करती थी।