ಅರ್ಥ : ଯେଉଁ ଘର ପତ୍ରରେ ଛାଉଣୀ କରାଯାଇଛି
ಉದಾಹರಣೆ :
ପ୍ରାଚୀନ କାଳରେ ମୁନିଋଷିମାନେ ଜଙ୍ଗଲରେ ପତ୍ରକୁଡ଼ିଆରେ ରହୁଥିଲେ
ಸಮಾನಾರ್ಥಕ : ଉଟଜ, ପର୍ଣ୍ଣକୁଟୀର, ପର୍ଣ୍ଣଶାଳା
ಇತರ ಭಾಷೆಗಳಿಗೆ ಅನುವಾದ :
वह झोंपड़ी जो पत्तों से छायी या बनाई गई हो।
प्राचीन काल में मुनि, तपस्वी आदि जंगल में पर्णकुटी बनाकर रहते थे।