ಅರ್ಥ : ଉନ୍ନତ ଅବସ୍ଥା, ବୈଭବ, ଉଚ୍ଚ ପଦମର୍ଯ୍ୟାଦାଆଦିରୁ ଖସି ବହୁତ ତଳ ସ୍ତରକୁ ଆସିଯିବା କ୍ରିୟା
ಉದಾಹರಣೆ :
ଦୁର୍ଗୁଣ ମନୁଷ୍ୟକୁ ଆହୁରି ଅବନତିଆଡ଼କୁ ନେଇଯାଏ
ಸಮಾನಾರ್ಥಕ : ଅଧଃପତନ, ଅବନତି, ପଡ଼ିବା
ಇತರ ಭಾಷೆಗಳಿಗೆ ಅನುವಾದ :
उन्नत अवस्था, वैभव, ऊँचे पद, मर्यादा आदि से गिरकर बहुत नीचे स्तर पर आने की क्रिया।
दुर्गुण मनुष्य को पतन की ओर ले जाता है।A condition inferior to an earlier condition. A gradual falling off from a better state.
declination, declineಅರ್ಥ : ଯୁଦ୍ଧ ସମୟରେ କିଲ୍ଲା,ନଗରଆଦି ନିଜ ହାତରୁ ବାହାରିଯାଇ ଅନ୍ୟ ହାତକୁ ଯିବାର କ୍ରିୟା
ಉದಾಹರಣೆ :
ମୋଗଲମାନଙ୍କ ଆକ୍ରମଣ ସଙ୍ଗେସଙ୍ଗେ ହିଁ କେତେକ ଭାରତୀୟ ରାଜାଙ୍କ ପତନ ହୋଇଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା କମ ହୋଇଯାଉଛି ବା ତଳକୁ ଖସି ଯାଉଛି
ಉದಾಹರಣೆ :
ସେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କର ଅବନତିରେ ମୁଁ ବିଚଳିତ ହେଲି
ಇತರ ಭಾಷೆಗಳಿಗೆ ಅನುವಾದ :
जो कम हो रहा हो या नीचे जा रहा हो।
उन दोनों के बीच घटते अपनेपन से मैं विचलित हुआ।Becoming less or smaller.
decreasing