ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଚିନି, ଖଣ୍ଡ ଇତ୍ୟାଦି ପଦାର୍ଥ ପାଣିରେ ମିଶାଇବା
ಉದಾಹರಣೆ : ଖଣ୍ଡ ଅପେକ୍ଷା ଗୁଡ଼ର ସରବତ ଅଧିକ ଭଲ
ಸಮಾನಾರ್ಥಕ : ରସ, ସରବତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह पानी जिसमें शक्कर, खाँड़ आदि घुला हो।
ಅರ್ಥ : ଯେଉଁ ପେୟରେ ଚିନି, ଗୁଡ଼ଆଦି ଗୋଳା ହେବା ସହିତ ସ୍ୱାଦ ନିମନ୍ତେ ଫଳରସ ବା ଅର୍କଆଦି ମିଶା ଯାଇଥାଏ
ಉದಾಹರಣೆ : ରାମୁ ଅତିଥିମାନଙ୍କୁ ସରବତ ପିଆଉଛି
ಸಮಾನಾರ್ಥಕ : ସରବତ
वह पेय जिसमें चीनी, गुड़ आदि घुला हो तथा स्वाद के लिए फलों का रस या अर्क आदि मिला हो।
ಅರ್ಥ : ଆମ୍ବ, ତେନ୍ତୁଳିଆଦିରେ ତିଆରି ହୋଇଥିବା ଏକ ପ୍ରକାରର ସରବତ
ಉದಾಹರಣೆ : ମୋତେ ପଣା ପିଇବାକୁ ଭଲ ଲାଗେ
ಸಮಾನಾರ್ಥಕ : ପ୍ରପାନକ
एक तरह का शर्बत जो आम, इमली आदि से बनता है।
ಸ್ಥಾಪನೆ