ಅರ್ಥ : ଗୋଟିଏ ବଡ଼ ଗଛରୁ ମିଳୁଥିବା ବଡ଼ ଫଳ ଯାହାର ଉପରେ କଣ୍ଟାଥାଏ
ಉದಾಹರಣೆ :
କିଛି ଲୋକ ସିଝା ପଣସକୁ ଚୋବାଇକରି ଖାଆନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ଗଛ ଯାହା ବଡ଼ ଏବଂ ଓଜନିଆ ଫଳ ଧରେ
ಉದಾಹರಣೆ :
ସେ ନିଜ ବଗିଚାରେ ପଣସ ଲଗାଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
East Indian tree cultivated for its immense edible fruit and seeds.
artocarpus heterophyllus, jackfruit, jackfruit tree