ಅರ್ಥ : କାହାରିକୁ ପଠାଇବାପାଇଁ ପ୍ରବୃତ୍ତ କରିବା
ಉದಾಹರಣೆ :
ମାଆ ଛାତ୍ରାବାସରେ ରହୁଥିବା ଝିଅ ପାଖକୁ ମୁନ୍ସୀଙ୍କ ହାତରେ ଟଙ୍କା ପଠାଇଲେ
ಸಮಾನಾರ್ಥಕ : ପ୍ରେରଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ, ବ୍ୟକ୍ତିଆଦିକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପଠେଇବା
ಉದಾಹರಣೆ :
ରାମ ଅଙ୍ଗଦକୁ ଦୂତ ଭାବରେ ରାବଣ ପାଖକୁ ପଠାଇଥିଲେ ମୁଁ ଏକ ପତ୍ର ପଠାଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
कोई वस्तु, व्यक्ति आदि को एक स्थान से दूसरे स्थान के लिए रवाना करना या बात आदि किसी के माध्यम से पहुँचवाना या कहलवाना।
राम ने दूत के रूप में अंगद को रावण के पास भेजा।