ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଏକ ପ୍ରକାର ରେଶମୀ ଲୁଗା
ಉದಾಹರಣೆ : ସେ ଦୋକାନରୁ ଦୁଇ ମିଟର ପଟୋଲୀ କିଣିଲା
ಸಮಾನಾರ್ಥಕ : ପଟୋଲା ସିଲ୍କ୍, ପଟୋଲୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
एक प्रकार का रेशमी कपड़ा।
ಅರ್ಥ : ଯେଉଁ ଶାଢ଼ୀରେ ରେଶମର ସୂଚୀ କାମ କରା ଯାଇଛି
ಉದಾಹರಣೆ : ଶ୍ୟାମା ପଟୋଲୀ ଶାଢ଼ୀ ପିନ୍ଧିଛି
ಸಮಾನಾರ್ಥಕ : ପଟୋଲା ଶାଢ଼ୀ, ପଟୋଲୀ, ପଟୋଲୀ ଶାଢ଼ୀ
एक प्रकार की साड़ी जिस पर रेशम से कढ़ाई की गई होती है।
ಅರ್ಥ : ଯେଉଁ ପ୍ରକାର ଧୋତିର ଧଡ଼ି ରେଶମୀ ହୋଇଥାଏ
ಉದಾಹರಣೆ : ଜେଜେବାପା ଲୁଗା ଦୋକାନରୁ ଏକ ଯୋଡ଼ା ପଟୋଲୀ କିଣିଲେ
ಸಮಾನಾರ್ಥಕ : ପଟୋରୀ, ପଟୋଲୀ
एक प्रकार की धोती जिसके किनारे रेशमी होते हैं।
ಸ್ಥಾಪನೆ