ಅರ್ಥ : ଆଇନ ଅନୁସାରେ କୌଣସି ପ୍ରତିଜ୍ଞାପତ୍ରକୁ ସରକାରୀ ପଞ୍ଜିକାରେ ଲିପିବଦ୍ଧ କରିବାର କାମ
ಉದಾಹರಣೆ :
କାଲି ମୋତେ କୋଠାର ରେଜିଷ୍ଟ୍ରୀ କରାଇବା ପାଇଁ କଚେରୀ ଯିବାକୁ ପଡିବ
ಸಮಾನಾರ್ಥಕ : ରେଜିଷ୍ଟ୍ରୀ
ಇತರ ಭಾಷೆಗಳಿಗೆ ಅನುವಾದ :
कानून के अनुसार किसी लिखित प्रतिज्ञापत्र को सरकारी रजिस्टरों में दर्ज कराने का काम।
कल मुझे मकान की रजिस्ट्रीकरण के लिए कचहरी जाना पड़ेगा।ಅರ್ಥ : କୌଣସି ଖାତା, ତାଲିକା ଆଦିରେ ନାଁ ଲେଖିବା ପ୍ରକ୍ରିୟା
ಉದಾಹರಣೆ :
ହସ୍ପିଟାଲରେ ଜଣେ ପରିଚାରିକା ରୋଗୀଙ୍କ ପଞ୍ଜିକରଣ କରୁଥିଲା
ಸಮಾನಾರ್ಥಕ : ତାଲିକାକରଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ପଞ୍ଜିକରଣ ହୋଇଅଛି
ಉದಾಹರಣೆ :
ନବଜାତ ଶିଶୁର ନାମ ପଞ୍ଜିକରଣ କରାଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
जिसका पंजीकरण हो चुका हो।
मेरे भाई का पंजीकृत गोदनामा हुआ था।Listed or recorded officially.
Record is made of `registered mail' at each point on its route to assure safe delivery.