ಅರ್ಥ : ପଞ୍ଜାବର ନିବାସୀ
ಉದಾಹರಣೆ :
କେତେଜଣ ପଞ୍ଜାବୀ ଏହି ସଂସ୍ଥାର ସଦସ୍ୟ
ಸಮಾನಾರ್ಥಕ : ପଞ୍ଜାବବାସୀ
ಇತರ ಭಾಷೆಗಳಿಗೆ ಅನುವಾದ :
पंजाब का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।
कई पंजाबी भी इस संस्था के सदस्य हैं।ಅರ್ಥ : ଭାରତର ପଞ୍ଜାବ ରାଜ୍ୟର ଭାଷା
ಉದಾಹರಣೆ :
ଏହି ବହି ପଞ୍ଜାବୀରେ ଲେଖାଯାଇଛି
ಸಮಾನಾರ್ಥಕ : ପଞ୍ଜାବୀ ଭାଷା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାର ମାତୃଭାଷା ପଞ୍ଜାବୀ
ಉದಾಹರಣೆ :
ମୋର ପଞ୍ଜାବୀ ସାଙ୍ଗ ନିୟମିତ ଭାବେ ଗୁରୁଗ୍ରନ୍ଥସାହିବ ଅଧ୍ୟୟନ କରୁଛି
ಸಮಾನಾರ್ಥಕ : ପଂଜାବୀ
ಅರ್ಥ : ପଞ୍ଜାବ ସମ୍ବନ୍ଧୀୟ
ಉದಾಹರಣೆ :
ସରଦାର ପଞ୍ଜାବୀ ବେଶ ପୋଷାକ ପିନ୍ଧିଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
पंजाब का या वहाँ के निवासी, भाषा, संस्कृति इत्यादि से संबंधित।
सरदारजी पंजाबी वेश-भूषा पहने हुए थे।ಅರ್ಥ : ପଞ୍ଜାବରେ ରହିବା ବ୍ୟକ୍ତି
ಉದಾಹರಣೆ :
ସବୁ ପଞ୍ଜାବୀ ବନ୍ଧୁମାନଙ୍କୁ ମୋର ପ୍ରାର୍ଥନା ଯେ ସେମାନେ ଶାନ୍ତି ରକ୍ଷାକରିବାରେ ସହଯୋଗ ଦିଅନ୍ତୁ
ಅರ್ಥ : ପଞ୍ଜାବୀ ଭାଷା ସହିତ ସଂବନ୍ଧିତ ବା ପଞ୍ଜାବୀ ଭାଷାର
ಉದಾಹರಣೆ :
ଗୁରୂମୁଖୀ ନ ଜାଣିବା କାରଣରୁ ମୁଁ ପଞ୍ଜାବୀ ରଚନାଗୁଡ଼ିକୁ ପଢିପାରିଲିନାହିଁ
ಸಮಾನಾರ್ಥಕ : ପଂଜାବୀ