ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପଞ୍ଚାୟତ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପଞ୍ଚାୟତ   ବିଶେଷ୍ୟ

ಅರ್ಥ : ପଞ୍ଚମାନଙ୍କର ସଭା ଯେଉଁଥିରେ ଛୋଟମୋଟ ଝଗଡ଼ା ବା କଳହଆଦି ସମାଧାନ କରାଯାଏ

ಉದಾಹರಣೆ : ପଞ୍ଚମାନେ କିଛି ନିର୍ଣ୍ଣୟ ନନେଇ ହିଁ ପଞ୍ଚାୟତ ଶେଷକରିଦେଲେ


ಇತರ ಭಾಷೆಗಳಿಗೆ ಅನುವಾದ :

पंचों की सभा जिसमें छोटे-मोटे झगड़े या विवाद आदि निपटाये जाते हैं।

पंचों ने बिना निर्णय लिए ही पंचायत समाप्त कर दी गई।
पंचायत

A village council in India or southern Pakistan.

panchayat, panchayet, punchayet

ಅರ್ಥ : କୌଣସି ବିବାଦ ବା ଝଗଡ଼ାକୁ ସମାଧାନ କରିବାପାଇଁ ମନୋନୀତ ହୋଇଥିବା ଲୋକମାନଙ୍କର ଦଳ

ಉದಾಹರಣೆ : ପଞ୍ଚାୟତର ଫଇସଲା ନ ମାନିବା କାରଣରୁ ଗାଁ ଲୋକମାନେ ଶ୍ୟାମର ନିଆଁ-ପାଣି ବାସନ୍ଦ କରିଦେଲେ


ಇತರ ಭಾಷೆಗಳಿಗೆ ಅನುವಾದ :

किसी विवाद या झगड़े का निपटारा करने के लिए चुने हुए लोगों का दल।

पंचायत का फैसला न मानने के कारण गाँववालों ने श्यामू का हुक्का-पानी बंद कर दिया।
पंचायत

ಅರ್ಥ : ଚୟନ ହୋଇଥିବା ଲୋକମାନଙ୍କର ଯେଉଁ ଦଳ କୌଣସି ସମସ୍ୟାକୁ ସୁଧାରିବାପାଇଁ ନିୟୋଜିତ ହୋଇଥାନ୍ତି

ಉದಾಹರಣೆ : ପଞ୍ଚାୟତର ନିର୍ଣ୍ଣୟ ପକ୍ଷପାତରୁ ଉର୍ଦ୍ଧ୍ୱରେ ହେବା ଉଚିତ୍‌

ಸಮಾನಾರ್ಥಕ : ପଞ୍ଚ, ପଞ୍ଚାଏତ


ಇತರ ಭಾಷೆಗಳಿಗೆ ಅನುವಾದ :

कुछ आदमियों का चुना हुआ वह दल जो कोई झगड़ा या मामला निपटाने के लिए नियत हो।

पञ्च का निर्णय पक्षपात से रहित होना चाहिए।
पंच, पञ्च

A body of citizens sworn to give a true verdict according to the evidence presented in a court of law.

jury