ಅರ್ಥ : ଗୋଟିଏ ବୈଦିକ ଛନ୍ଦ
ಉದಾಹರಣೆ :
ପଂକ୍ତିରେ ଚାଳିସଟି ବର୍ଣ୍ଣ ଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କବିତା ବା ଗୀତରେ ଥିବା ଚରଣ ବା ପଦ
ಉದಾಹರಣೆ :
ସୀତା ସ୍ୱଲିଖିତ କବିତାର ଗୋଟିଏ ପଂକ୍ତି ଶୁଣାଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲୋକ ବା ବାହନମାନଙ୍କର ଧାଡ଼ି ଯାହା କାହାକୁ ବା କିଛିପାଇଁ ଅପେକ୍ଷା କରିଛନ୍ତି
ಉದಾಹರಣೆ :
ଧାଡ଼ି ଭାଙ୍ଗି ଯାତ୍ରୀ ଭରୁଥିବା ଚାଳକକୁ ବହୁତ ମାଡ଼ ହେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପଷ୍ଠା ବା କୌଣସି ବସ୍ତୁର ପର୍ଦ୍ଦାଆଦି ଉପରେ ସିଧାରେ ଲେଖାହୋଇଥିବା ଲେଖା
ಉದಾಹರಣೆ :
ଉଦାହରଣ ନିମନ୍ତେ ଆପଣ ପଞ୍ଚମ ପଂକ୍ତି ଦେଖନ୍ତୁ
ಇತರ ಭಾಷೆಗಳಿಗೆ ಅನುವಾದ :
Text consisting of a row of words written across a page or computer screen.
The letter consisted of three short lines.ಅರ್ಥ : ଗୋଟିଏ ବର୍ଣ୍ଣବୃତ୍ତ
ಉದಾಹರಣೆ :
ପଂକ୍ତିରେ ପ୍ରତ୍ୟେକ ପାଦରେ ଗୋଟିଏ ଭଗଣ ଏବଂ ଶେଷରେ ଦୁଇଟି ଗୁରୁ ହୋଇଥାଏ
ಇತರ ಭಾಷೆಗಳಿಗೆ ಅನುವಾದ :