ಅರ್ಥ : ଯିଏ ଅତ୍ୟାଚାର କରେ
ಉದಾಹರಣೆ :
କଂସ ଜଣେ ଅତ୍ୟାଚାରୀ ଶାସକ ଥିଲେ
ಸಮಾನಾರ್ಥಕ : ଅତ୍ୟାଚାରୀ, କ୍ରୁର, ବର୍ବର
ಇತರ ಭಾಷೆಗಳಿಗೆ ಅನುವಾದ :
Marked by unjust severity or arbitrary behavior.
The oppressive government.ಅರ್ಥ : ଯେଉଁଥିରେ ଦୟାନାହିଁ
ಉದಾಹರಣೆ :
କଂସ ଜଣେ କ୍ରୁରବ୍ୟକ୍ତି ଥିଲା, ସେ ବସୁଦେବ ଓ ଦେବକୀକୁ ବନ୍ଦୀଶାଳାରେ ରଖିଥିଲା
ಸಮಾನಾರ್ಥಕ : କଠୋର, କରୁଣାହୀନ, କ୍ରୁର, ଦୟାହୀନ, ନିର୍ଦ୍ଦୟ, ନିଷ୍ଠୁର
ಇತರ ಭಾಷೆಗಳಿಗೆ ಅನುವಾದ :
जिसमें दया न हो।
कंस एक क्रूर व्यक्ति था, उसने वसुदेव और देवकी को कैदख़ाने में डाल दिया था।Without mercy or pity.
An act of ruthless ferocity.