ಅರ್ಥ : କୌଣସି କାର୍ଯ୍ୟ ଠିକ୍ ରୂପେ ସମାପ୍ତ କରିବା ପାଇଁ କରାଯାଉଥିବା ଯୁକ୍ତି
ಉದಾಹರಣೆ :
ସରକାରଙ୍କ ଆତଙ୍କବାଦ ଉନ୍ମୁଳନ ନୀତି ପୂରାପୂରି ସଫଳ ହେଲାନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
कोई कार्य ठीक तरह से पूरा करने के लिए की जानेवाली युक्ति।
सरकार की आतंकवाद उन्मूलन की नीति पूरी तरह से सफल नहीं हुई।A plan of action adopted by an individual or social group.
It was a policy of retribution.ಅರ್ಥ : କୌଣସି ବ୍ୟକ୍ତି ବା ସଂସ୍ଥା ଦ୍ବାରା କୌଣସି ବିଶେଷ ଯୋଜନା ଯାହା ଅନ୍ୟର ହିତନିମନ୍ତେ ଜାରୀ
ಉದಾಹರಣೆ :
ଆମର କମ୍ପାନୀ ନୂଆ-ନୂଆ ପଲିସୀ କାର୍ଯ୍ୟକାରୀ କରୁଛି
ಸಮಾನಾರ್ಥಕ : ପଲିସୀ
ಇತರ ಭಾಷೆಗಳಿಗೆ ಅನುವಾದ :
A plan of action adopted by an individual or social group.
It was a policy of retribution.ಅರ್ಥ : ଜନତା ବା ସମାଜପାଇଁ ନିର୍ଦ୍ଦିଷ୍ଟ ଆଚାର ବ୍ୟବହାର
ಉದಾಹರಣೆ :
ରାଜା ବିକ୍ରମାଦିତ୍ୟଙ୍କ ଉତ୍ତମ ନୀତିଯୋଗୁଁ ତାଙ୍କ ପ୍ରଜା ସୁଖୀ ଥିଲେ
ಸಮಾನಾರ್ಥಕ : ନ୍ୟାୟ
ಇತರ ಭಾಷೆಗಳಿಗೆ ಅನುವಾದ :
The principles of right and wrong that are accepted by an individual or a social group.
The Puritan ethic.