ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଦୁର୍ଜନ ହେବାର ଅବସ୍ଥା ବା ଭାବ
ಉದಾಹರಣೆ : ଶଠତାଠାରୁ ଦୂରରେ ରୁହ
ಸಮಾನಾರ್ಥಕ : ଅଧମତା, ଅସାଧୁ, ଅସାଧୁତା, ଦୁର୍ଜ୍ଜନତା, ଦୁଷ୍ଟ, ଶଠତା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
दुर्जन होने की अवस्था या भाव।
The quality of being morally wrong in principle or practice.
ಅರ್ಥ : ନିକୃଷ୍ଟ ହେବା ଅବସ୍ଥା ବା ଭାବ
ಉದಾಹರಣೆ : ଆପଣଙ୍କର ଖରାପ କାମ ଆପଣଙ୍କ ନିକୃଷ୍ଟତାକୁ ଦର୍ଶାଉଛି
ಸಮಾನಾರ್ಥಕ : ଖଳତା, ନିକୃଷ୍ଟତା, ଶସ୍ତାପଣ
निकृष्ट होने की अवस्था या भाव।
The quality of being cheaply imitative of something better.
ಅರ್ಥ : ଅଧମ ବା ନୀଚହେବାର ଅବସ୍ଥା ବା ଭାବ
ಉದಾಹರಣೆ : ଅଧମତାର ଉପରକୁ ଉଠିଲେହିଁ ସମାଜର ବିକାଶ ସମ୍ଭବ ଅଧମତା କାରଣରୁ ସମାଜରେ କୁପ୍ରବୃତ୍ତିର ପ୍ରସାର ଘଟୁଛି
ಸಮಾನಾರ್ಥಕ : ଅଧମତା, ଅପକୃଷ୍ଟତା, ଛୋଟପଣ, ଛୋଟଲୋକୀ, ନୀଚପଣ
अधम या नीच होने की अवस्था या भाव।
ಸ್ಥಾಪನೆ