ಅರ್ಥ : କୌଣସି ପ୍ରକାରରେ ଅଟକିଯାଇଥିବା ରୀତି ବା ବ୍ୟବସ୍ଥା
ಉದಾಹರಣೆ :
କୌଣସିବି ସଂସ୍ଥା,ଦେଶ ଆଦିକୁ ଚଳାଇବା ନିମନ୍ତେ କିଛି ନିଶ୍ଚିତ ନିୟମ ତିଆରି କରାଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
A principle or condition that customarily governs behavior.
It was his rule to take a walk before breakfast.ಅರ್ಥ : ଅନେକଦିନରୁ ଚଳିଆସୁଥିବା କିଛି ପରମ୍ପରା, ରୀତି ବା ବିଧି ଆଦି ପ୍ରସଙ୍ଗଗୁଡିକ ମଧ୍ୟରେ କେତୋଟି ପ୍ରତିଷ୍ଠା ବା ମର୍ଯ୍ୟଦା ସୂଚକ ହୋଇଥିବାବେଳେ ଅନ୍ୟ କେତୋଟିର ପ୍ରସଙ୍ଗଗୁଡିକୁ ବର୍ଜନୀୟ ତଥା ନିନ୍ଦନୀୟ ରୂପେ ଗ୍ରହଣ କରାଯାଏ
ಉದಾಹರಣೆ :
କେହିତ ଜଣେ ଅଛି ଯେ ନିୟମରୁ ଅପସରି ଚିନ୍ତା କରେ
ಸಮಾನಾರ್ಥಕ : ଚଳଣି, ଧାରା, ପରମ୍ପରା, ଶୃଙ୍ଖଳା
ಇತರ ಭಾಷೆಗಳಿಗೆ ಅನುವಾದ :
आचरण या लोक-व्यवहार के क्षेत्र में बहुत दिनों से चली आई हुई कोई परम्परा, रीति या विधि जो कुछ प्रसंगों में तो प्रतिष्ठा या मर्यादा का सूचक होती है और कुछ प्रसंगों में त्याज्य तथा निंदनीय भी मानी जाती है।
कोई तो है जो लीक से हटकर सोचता है।ಅರ್ಥ : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
ಉದಾಹರಣೆ :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
ಸಮಾನಾರ್ಥಕ : ଆଇନ, କାନୁନ, ବିଧାନ, ବିଧି
ಇತರ ಭಾಷೆಗಳಿಗೆ ಅನುವಾದ :
Legal document setting forth rules governing a particular kind of activity.
There is a law against kidnapping.ಅರ್ಥ : ବ୍ୟବହାର ବା ଆଚରଣ ବିଷୟରେ ନୀତି, ନିୟମ,ଧର୍ମଆଦି ଦ୍ୱାରା ନିରୂପିତ ଢଙ୍ଗ ବା ପ୍ରତିବନ୍ଧ
ಉದಾಹರಣೆ :
ଆମକୁ ନିଜର ସିଦ୍ଧାନ୍ତଗୁଡ଼ିକୁ ପାଳନ କରିବା ଆବଶ୍ୟକ
ಸಮಾನಾರ್ಥಕ : ନିଷ୍ପତି, ସିଦ୍ଧାନ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
A complex of methods or rules governing behavior.
They have to operate under a system they oppose.ಅರ್ಥ : ରାଜନୈତିକ ବା ସାମାଜିକ ଜୀବନ ସହିତ ସମ୍ବନ୍ଧ ରଖୁଥିବା କୌଣସି ନିୟମ ବା ବିଧାନ
ಉದಾಹರಣೆ :
ହିନ୍ଦୁ ସଂସ୍କୃତିରେ ବିବାହ ଗୋଟିଏ ଧାର୍ମିକ ବ୍ୟବସ୍ଥା
ಇತರ ಭಾಷೆಗಳಿಗೆ ಅನುವಾದ :
राजनीतिक या सामाजिक जीवन से संबंध रखने वाला कोई नियम या विधान।
हिंदू संस्कृति में विवाह एक धार्मिक संस्था है।A custom that for a long time has been an important feature of some group or society.
The institution of marriage.ಅರ್ಥ : ବହୁତ ଦିନରୁ ପ୍ରାୟତଃ ଗୋଟିଏ ରୂପରେ ଚାଲିଆସୁଥିବା ବିଚାର, ପ୍ରଥା ବା କ୍ରମ
ಉದಾಹರಣೆ :
ସବୁ ସମାଜର ବୈବାହିକ ପରମ୍ପରା ଭିନ୍ନ
ಸಮಾನಾರ್ಥಕ : ଚଳଣି, ପରମ୍ପରା, ପ୍ରଥା, ରୀତି, ରୀତି-ନୀତି
ಇತರ ಭಾಷೆಗಳಿಗೆ ಅನುವಾದ :
वह विचार, प्रथा या क्रम जो बहुत दिनों से प्रायः एक ही रूप में चला आया हो।
हर समाज की वैवाहिक परंपरा भिन्न होती है।ಅರ್ಥ : କୌଣସି କାର୍ଯ୍ୟକରିବା ନେଇ ନିର୍ଦ୍ଧାରିତ ନିର୍ଦେଶ
ಉದಾಹರಣೆ :
ପ୍ରୋଟକଲ୍ ଏକ ପ୍ରକାରର ନିୟମ
ಸಮಾನಾರ್ಥಕ : ପ୍ରିସ୍କିପ୍ଟ, ରୁଲ୍
ಇತರ ಭಾಷೆಗಳಿಗೆ ಅನುವಾದ :
किसी कार्य को करने के लिए निर्धारित निर्देश।
प्रोटोकॉल एक तरह के नियम हैं।