ಅರ್ಥ : କୌଣସି ପାପରୁ ମୁକ୍ତିପାଇବାପାଇଁ କରାଯାଉଥିବା ଧାର୍ମିକ ଉପଚାର
ಉದಾಹರಣೆ :
ହିନ୍ଦୁମାନେ ପାପର ପ୍ରାୟଶ୍ଚିତ କରିବାପାଇଁ ଦାନ, ଧର୍ମ, ଓ ତୀର୍ଥ କରନ୍ତି
ಸಮಾನಾರ್ಥಕ : ନିଷ୍କୃତି, ପ୍ରାୟଶ୍ଚିତ
ಇತರ ಭಾಷೆಗಳಿಗೆ ಅನುವಾದ :
कोई पाप करने पर उसके दोष से मुक्त होने के लिए किया जानेवाला कोई धार्मिक या अच्छा काम।
हिंदूलोग अपने पापों का प्रायश्चित करने के लिए तीर्थ,दान आदि करते हैं।The act of atoning for sin or wrongdoing (especially appeasing a deity).
atonement, expiation, propitiationಅರ್ಥ : କୌଣସି କାର୍ଯ୍ୟ ଆଦିରୁ ରକ୍ଷାପାଇବାର ପ୍ରକ୍ରିୟା
ಉದಾಹರಣೆ :
ସେ ମୋତେ କରରୁ ରକ୍ଷା ପାଇବାର କେତେକ ଉପାୟ ବତାଇଲେ
ಇತರ ಭಾಷೆಗಳಿಗೆ ಅನುವಾದ :
Deliberately avoiding. Keeping away from or preventing from happening.
avoidance, dodging, shunning, turning awayಅರ್ಥ : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
ಉದಾಹರಣೆ :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
ಸಮಾನಾರ್ಥಕ : ଉଦ୍ଧାର, ତାରଣ, ମୁକ୍ତି, ରକ୍ଷା
ಇತರ ಭಾಷೆಗಳಿಗೆ ಅನುವಾದ :
Recovery or preservation from loss or danger.
Work is the deliverance of mankind.