ಅರ್ಥ : ନିର୍ଦ୍ଦୟ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ସୁରେଶ ଶ୍ରମିକମାନଙ୍କ ସହିତ ନିର୍ଦ୍ଦୟତା ସହିତ ବ୍ୟବହାର କରୁଛି
ಸಮಾನಾರ್ಥಕ : କଠୋରତା, କରୁଣାହୀନତା, କ୍ରୁରତା, ଦୟାହୀନତା, ନିର୍ଦ୍ଦୟତା, ନୃଶଂସତା, ହୃଦୟହୀନତା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶୀଳ, ସଙ୍କୋଚ ଆଦିର ବିଚାରରେ ଦିଆଯାଉଥିବା ଧ୍ୟାନ
ಉದಾಹರಣೆ :
କାମ ବିଗିଡି ଯିବାରୁ ସେ ଦୟାହୀନ ଭାବ ଛାଡି ସମସ୍ତଙ୍କୁ ବାହାର କରିଦେଲା
ಸಮಾನಾರ್ಥಕ : କଠୋର ଆଚରଣ, ଦୟାହୀନ ଭାବ, ନିର୍ଦୟତା
ಇತರ ಭಾಷೆಗಳಿಗೆ ಅನುವಾದ :
Paying particular notice (as to children or helpless people).
His attentiveness to her wishes.