ಅರ್ಥ : ନିକାଲିବା ବା ବାହାର କରିବାରକାମ
ಉದಾಹರಣೆ :
ବର୍ଷାର ପାଣି ଠିକ ରୂପେ ନିଷ୍କାସନ ହୋଇପାରୁନାହିଁ
ಸಮಾನಾರ್ಥಕ : ବାହାରିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରିକୁ ଦଣ୍ଡଦେଇ କୌଣସି ସ୍ଥାନ, କ୍ଷେତ୍ର ଆଦିରୁ ବାହାରକରିବା ବା ଦୂରକରିବା
ಉದಾಹರಣೆ :
ଅଛୁଆଁ ଜାତିର ଝିଅସହିତ ବିବାହ କରିବାରୁ ମଙ୍ଗୁଳୁର ଜାତିରୁ ବହିଷ୍କାର ହେଲା
ಸಮಾನಾರ್ಥಕ : ନିର୍ବାସନ, ବହିଷ୍କାର
ಇತರ ಭಾಷೆಗಳಿಗೆ ಅನುವಾದ :
The act of expelling a person from their native land.
Men in exile dream of hope.ಅರ್ಥ : ବାହାରିବା ଓ ବାହାରକରିବା ପ୍ରକ୍ରିୟା ବା ଭାବ
ಉದಾಹರಣೆ :
ସହରରେ ଜଳ ନିଷ୍କାସନର ସୁବ୍ୟବସ୍ଥା ହେବା ଉଚିତ
ಇತರ ಭಾಷೆಗಳಿಗೆ ಅನುವಾದ :