ಅರ್ಥ : ଯେଉଁଥିରେ ଇଚ୍ଛା ନାହିଁ
ಉದಾಹರಣೆ :
ଇଚ୍ଛାହୀନ ବ୍ୟକ୍ତିଙ୍କ ଜୀବନ ଶାନ୍ତିପୂର୍ଣ୍ଣ ଭାବେ କଟେ
ಸಮಾನಾರ್ಥಕ : ଆକାଂକ୍ଷାହୀନ, ଇଚ୍ଛାହୀନ, ନିଷ୍ପୃହ
ಇತರ ಭಾಷೆಗಳಿಗೆ ಅನುವಾದ :
जिसमें इच्छा न हो।
इच्छारहित व्यक्ति का जीवन शांतिपूर्ण व्यतीत होता है।ಅರ್ಥ : ଯାହା କୌଣସି କାମନା ବା ଇଚ୍ଛା ବିନା କରାଯାଏ
ಉದಾಹರಣೆ :
ଗୀତାରେ ନିଷ୍କାମ କର୍ମ କରିବାପାଇଁ ଗୁରୁତ୍ୱ ଦିଆଯାଇଛି
ಸಮಾನಾರ್ಥಕ : କାମନାହୀନ
ಇತರ ಭಾಷೆಗಳಿಗೆ ಅನುವಾದ :