ಅರ್ಥ : ଯାହାର କିଛି ଚିନ୍ତା ନାହିଁ
ಉದಾಹರಣೆ :
ଯେ ପର୍ଯ୍ୟନ୍ତ ଝିଅର ବାହାଘର ହୋଇଯାଇନାହିଁ ସେପର୍ଯନ୍ତ ମା’ ବାପା ନିଶ୍ଚିତ ହୋଇପାରନ୍ତି ନାହିଁ
ಸಮಾನಾರ್ಥಕ : ଅଚିନ୍ତା, ଚିନ୍ତାମୁକ୍ତ, ଚିନ୍ତାରହିତ, ଚିନ୍ତାହୀନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଟଳିବ ନାହିଁ, ନିଶ୍ଚୟ ହିଁ ଘଟିବ
ಉದಾಹರಣೆ :
ଜନ୍ମ ନେଉଥିବା ସବୁ ଜୀବର ମୃତ୍ୟୁ ଅବଶ୍ୟମ୍ଭାବୀ
ಸಮಾನಾರ್ಥಕ : ଅଟଳ, ଅନିବାର୍ଯ୍ୟ, ଅବଶ୍ୟମ୍ଭାବୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାକୁ ନେବା, ରଖିବା ବା ମାନିବା ଏକାନ୍ତ ଆବଶ୍ୟକ
ಉದಾಹರಣೆ :
ପଞ୍ଚମ ପ୍ରଶ୍ନଟି ଅନିର୍ବାଯ୍ୟ
ಸಮಾನಾರ್ಥಕ : ଅନିର୍ବାଯ୍ୟ, ଆବଶ୍ୟକ
ಇತರ ಭಾಷೆಗಳಿಗೆ ಅನುವಾದ :
Required by rule.
In most schools physical education is compulsory.ಅರ್ಥ : ଯାହା ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ
ಉದಾಹರಣೆ :
ମୁଁ ନିର୍ଦ୍ଧାରିତ ଜାଗାରେ ପହଞ୍ଚିଯିବି
ಸಮಾನಾರ್ಥಕ : ଅବଧାରିତ, ଠିକ୍, ନିର୍ଦ୍ଦିଷ୍ଟ, ନିର୍ଦ୍ଧାରିତ
ಇತರ ಭಾಷೆಗಳಿಗೆ ಅನುವಾದ :
Characterized by certainty or security.
A tiny but assured income.