ಅರ್ಥ : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା
ಉದಾಹರಣೆ :
ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି
ಸಮಾನಾರ್ಥಕ : କରିବା, ତିଆରି କରିବା, ପ୍ରସ୍ତୁତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* किसी धातु को आकार देना या उपयुक्त बनाना या सुधारना या उन्नत बनाना।
वह लोहे से कोई विशेष उपकरण बना रहा है।ಅರ್ಥ : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
ಉದಾಹರಣೆ :
ସେ ମାଟିର ମୂର୍ତ୍ତି ତିଆରି କରୁଛି
ಸಮಾನಾರ್ಥಕ : ଆକାର ଦେବା, ଗଢ଼ିବା, ତିଆରି କରିବା, ବନେଇବା, ରୂପ ପ୍ରଦାନ କରିବା, ସର୍ଜନା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅସ୍ତିତ୍ୱକୁ ଆଣିବା
ಉದಾಹರಣೆ :
କୁମ୍ଭାର ମାଠିଆ ଗଢ଼ୁଛି
ಸಮಾನಾರ್ಥಕ : ଗଢ଼ିବା, ତିଆରିକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
अस्तित्व में लाना।
कुम्हार घड़े बनाता है।ಅರ್ಥ : ଘର ବା କାନ୍ଥ ଆଦି ତିଆରି କରିବା
ಉದಾಹರಣೆ :
ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
ಸಮಾನಾರ್ಥಕ : ଉଠାଇବା, ତିଆରି କରିବା
ಇತರ ಭಾಷೆಗಳಿಗೆ ಅನುವಾದ :