ಅರ್ಥ : ତିଆରି କରିବାର କାମ
ಉದಾಹರಣೆ :
ଘରର ତିଆରି ଆରମ୍ଭ ହୋଇଛି
ಸಮಾನಾರ್ಥಕ : ତିଆରି, ପ୍ରସ୍ତୁତି, ପ୍ରସ୍ତୁତିକରଣ
ಇತರ ಭಾಷೆಗಳಿಗೆ ಅನುವಾದ :
The act of constructing something.
During the construction we had to take a detour.ಅರ್ಥ : ସଂସ୍ଥା ବା ମଣ୍ଡଳୀ ଆଦି ତିଆରି କରିବା କାର୍ଯ୍ୟ
ಉದಾಹರಣೆ :
ବିଦେଶୀ ଶାସନ ସମୟରେ ଭାରତକୁ ସ୍ୱାଧୀନ କରାଇବାପାଇଁ ଅନେକ କ୍ରାନ୍ତିକାରୀ ସଂଘର ସଂସ୍ଥାପନା କରାଯାଇଥିଲା
ಸಮಾನಾರ್ಥಕ : ଅଧିସ୍ଥାପନା, ଗଠନ, ସଂସ୍ଥାପନା, ସ୍ଥାପନା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରଚନା କିମ୍ବା ତିଆରି କରିବା କ୍ରିୟା ବା ଭାବ
ಉದಾಹರಣೆ :
ଧର୍ମଗ୍ରନ୍ଥ ଅନୁସାରେ ବ୍ରହ୍ମାଙ୍କଦ୍ୱାରା ଜଗତର ରଚନା କରାଯାଇଛି ଏହି ଭବନର ନିର୍ମାଣ କୌଶଳ ମୋଗଲଶୈଳୀ ଅନୁସାରେ ହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :
रचने या बनाने की क्रिया या भाव।
धर्म ग्रन्थों के अनुसार जगत की रचना ब्रह्मा द्वारा की गई है।ಅರ್ಥ : ଯାହାକୁ ଗଢ଼ାଯାଇ ଆକାର ଦିଆଯାଇଛି
ಉದಾಹರಣೆ :
ସୀତା ବଜାରରୁ ମାଟିରେ ତିଆରି ମୂର୍ତ୍ତିଟିଏ କିଣିଲା
ಇತರ ಭಾಷೆಗಳಿಗೆ ಅನುವಾದ :
जिसे गढ़ कर कोई आकार दिया गया हो।
सीता ने बाजार से मिट्टी से गढ़ी गणेश की एक मूर्ति खरीदी।