ಅರ್ಥ : ଯେଉଁଥିରେ ଅବରୋଧ ନାହିଁ ବା ବିନା ଅବରୋଧର
ಉದಾಹರಣೆ :
ଏହି ରାସ୍ତା ଅବରୋଧହୀନ
ಸಮಾನಾರ್ಥಕ : ଅକଣ୍ଟକ, ଅବରୋଧହୀନ, ଅବାଧ, ନିର୍ବାଦ, ନିଷ୍କଣ୍ଟକ, ବାଧାହୀନ
ಇತರ ಭಾಷೆಗಳಿಗೆ ಅನುವಾದ :
जिसमें अवरोध न हो या बिना अवरोध का।
यह मार्ग अवरोधहीन है।ಅರ್ಥ : ଯେଉଁଥିରେ କୌଣସି ବିରୋଧ, ବାଧା ବା ଅସୁବିଧା ନାହିଁ ବା ବିନା ବିରୋଧର
ಉದಾಹರಣೆ :
ଆପଣଙ୍କ ଏହି କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ
ಸಮಾನಾರ್ಥಕ : ନିର୍ବିରୋଧ
ಇತರ ಭಾಷೆಗಳಿಗೆ ಅನುವಾದ :
जिसमें कोई विरोध, बाधा या रुकावट न हो या बिना विरोध के।
आपका यह काम निर्विरोध संपन्न हो जाएगा।Not having opposition or an opponent.
Unopposed military forces.