ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କାମ ପୂରା କରିବା ପ୍ରକ୍ରିୟା
ಉದಾಹರಣೆ : ଏହି କାମର ସଂପାଦନ ଠିକ ଭାବରେ ହୋଇଛି
ಸಮಾನಾರ್ಥಕ : ନିଷ୍ପାଦନ, ସଂପାଦନ, ସଂପାଦନା, ସମାପନ, ସମ୍ପାଦନ, ସମ୍ପାଦନା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
काम पूरा करने की क्रिया।
ಅರ್ಥ : ନିଜର ମତକୁ ପୁଷ୍ଟ କରିବା ପାଇଁ ପ୍ରମାଣପୂର୍ବକ କିଛି କହିବା କ୍ରିୟା
ಉದಾಹರಣೆ : ବୈଜ୍ଞାନିକ ଜଣଙ୍କ ନିଜର ନୂଆ ମତ ପ୍ରତିପାଦନ କଲେ
ಸಮಾನಾರ್ಥಕ : ନିର୍ଣ୍ଣୟ, ପ୍ରତିପାଦନ, ମୀମାଂସନ, ସମ୍ପାଦନ
अपना मत पुष्ट करने के लिए प्रमाणपूर्वक कुछ कहने की क्रिया।
ಅರ್ಥ : ସାଧନ କରିବାର ପ୍ରକ୍ରିୟା
ಉದಾಹರಣೆ : ଆଜିକାଲି ଯୌଥ ପରିବାରରେ ଲୋକଙ୍କ ଗୁଜୁରାଣ ମେଣ୍ଟୁନାହିଁ
ಸಮಾನಾರ್ಥಕ : ଗୁଜୁରାଣ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
निभने या निभाने की क्रिया या भाव।
Making or becoming suitable. Adjusting to circumstances.
ಅರ್ಥ : ଚରିତାର୍ଥ କରିବା
ಉದಾಹರಣೆ : ସେ ରାମର ଅଭିନୟ ବହୁତ ଭଲ ଭାବରେ ନିର୍ବାହ କଲେ
ಸಮಾನಾರ್ಥಕ : ପ୍ରତିପାଦନ, ସଂପାଦନ
चरितार्थ करना।
Represent, as of a character on stage.
ಸ್ಥಾಪನೆ