ಅರ್ಥ : ବାଦୀ ତଥା ପ୍ରତିବାଦୀଙ୍କ କଥା ଏବଂ ତର୍କ ଶୁଣି ସେମାନଙ୍କ ଠିକ୍ ହେବା ବା ନହେବା ସମ୍ବନ୍ଧରେ ନ୍ୟାୟାଳୟ ଦ୍ୱାରା ମତ ସ୍ଥିର କରିବା ପ୍ରକ୍ରିୟା
ಉದಾಹರಣೆ :
ବହୁତ ଦିନରୁ ଚାଲିଥିବା ମକଦମାର ଫଇସଲା କାଲି ହେବ
ಇತರ ಭಾಷೆಗಳಿಗೆ ಅನುವಾದ :
(law) the determination by a court of competent jurisdiction on matters submitted to it.
judgement, judgment, judicial decisionಅರ್ಥ : ଯେଉଁ ଧାରଣା ବା ଜ୍ଞାନ ଦ୍ୱାରା ମନରେ କିଛି ଭ୍ରମ ବା ଦ୍ୱିଧା ରହେ ନାହିଁ
ಉದಾಹರಣೆ :
ଈଶ୍ୱରଙ୍କ ଅସ୍ତିତ୍ୱ ନିର୍ଣ୍ଣୟ କରିବା ବଡ କଷ୍ଟକର କଥା
ಸಮಾನಾರ್ಥಕ : ନିର୍ଦ୍ଧାରଣ, ନିଶ୍ଚୟ
ಇತರ ಭಾಷೆಗಳಿಗೆ ಅನುವಾದ :
A position or opinion or judgment reached after consideration.
A decision unfavorable to the opposition.ಅರ್ಥ : ଉଚିତ କିମ୍ବା ଅନୁଚିତ ଇତ୍ୟାଦିକୁ ବିଚାରକରି ଏହା ନିର୍ଣ୍ଣୟ କରିବା କ୍ରିୟା ଯେ ଏହା ଠିକ ଅଥବା ଏଭଳି ହେବା ଉଚିତ
ಉದಾಹರಣೆ :
ସେ ଘରୁ ଅଲଗା ରହିବାପାଇଁ ନିର୍ଣ୍ଣୟ ନେଲା
ಸಮಾನಾರ್ಥಕ : ଅବଧାରଣ, ଅବସ୍ଥାପନ, ନିଶ୍ଚୟ
ಇತರ ಭಾಷೆಗಳಿಗೆ ಅನುವಾದ :
The act of making up your mind about something.
The burden of decision was his.ಅರ್ಥ : କୌଣସି ବ୍ୟବହାର ବା ମୋକଦ୍ଦମାରେ ଦୋଷୀ ଓ ନିର୍ଦ୍ଦୋଷୀ ବା ଅଧିକାରୀ ଓ ଅନଧିକାରୀଆଦିର ବିଚାର ପୂର୍ବକ ନିର୍ଦ୍ଧାରଣ
ಉದಾಹರಣೆ :
ଆଧୁନିକ ଯୁଗରେ ନ୍ୟାୟ ମଧ୍ୟ ବିକ୍ରି ହୁଏ ନ୍ୟାୟାଳୟର ନ୍ୟାୟ ଉପରେ ମଧ୍ୟ ବିଶ୍ୱାସ ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯୁକ୍ତିଦ୍ୱାରା କୌଣସି ବସ୍ତୁର ସ୍ଥିତି ସମ୍ପର୍କରେ ନିଶ୍ଚୟ କରିବା
ಉದಾಹರಣೆ :
ବହୁତ ପ୍ରଯତ୍ନପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ରାମ ଭଲ ଲୋକ
ಸಮಾನಾರ್ಥಕ : ନିଷ୍କର୍ଷ, ନିଷ୍ପତ୍ତି, ଫଳାଫଳ, ସିଦ୍ଧାନ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
A position or opinion or judgment reached after consideration.
A decision unfavorable to the opposition.