ಅರ್ಥ : ନ୍ୟାୟରେ ଏକ ପ୍ରକାର ନିଗ୍ରହସ୍ଥାନ
ಉದಾಹರಣೆ :
ଏଠାରେ ନିରର୍ଥକର ସ୍ପଷ୍ଟ ଆଭାସ ମିଳୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଉଦ୍ଦେଶ୍ୟର ଅଭାବ
ಉದಾಹರಣೆ :
ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ
ಸಮಾನಾರ್ಥಕ : ଅକାରଣ, ଅନାବଶ୍ୟକ, ଉଦ୍ଦେଶ୍ୟହୀନ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ, ବ୍ୟର୍ଥ
ಅರ್ಥ : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
ಉದಾಹರಣೆ :
ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
ಸಮಾನಾರ್ಥಕ : ଅକାରଣ, ଅନାବଶ୍ୟକ, ଅନୁପଯୋଗୀ, ଉପଯୋଗହୀନ, ଫାଲତୁ, ବେକାର, ବ୍ୟର୍ଥ
ಇತರ ಭಾಷೆಗಳಿಗೆ ಅನುವಾದ :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.ಅರ್ಥ : ଯାହାର କୌଣସି ଅର୍ଥ ନାହିଁ
ಉದಾಹರಣೆ :
ତୁମର ଏହି ଅର୍ଥହୀନ ପ୍ରଶ୍ନପାଇଁ ମୋ ପାଖରେ କୌଣସି ଉତ୍ତର ନାହିଁ
ಸಮಾನಾರ್ಥಕ : ଅନର୍ଥକ, ଅର୍ଥଶୂନ୍ୟ, ଅର୍ଥହୀନ, ବୃଥା, ସାରହୀନ
ಇತರ ಭಾಷೆಗಳಿಗೆ ಅನುವಾದ :
Having no meaning or direction or purpose.
A meaningless endeavor.ಅರ್ಥ : ଯାହାର କୌଣସି ଫଳ ବା ପରିଣାମ ନାହିଁ
ಉದಾಹರಣೆ :
ମୁଁ ତାକୁ ବୁଝେଇବାରେ ନିଷ୍ଫଳ ହେଲି
ಸಮಾನಾರ್ಥಕ : ଅସିଦ୍ଧ, ନିଷ୍ଫଳ, ବିଫଳ, ବ୍ୟର୍ଥ
ಇತರ ಭಾಷೆಗಳಿಗೆ ಅನುವಾದ :
Not successful. Having failed or having an unfavorable outcome.
unsuccessful