ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ନିଯୁକ୍ତ କରିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ନିଯୁକ୍ତ କରିବା   କ୍ରିୟାପଦ

ಅರ್ಥ : କୌଣସି ପଦ, ମର୍ଯ୍ୟାଦା ବା ଅଧିକାରର ଅଧିକାରୀ କରେଇବା

ಉದಾಹರಣೆ : ବିଧାୟକମାନେ ଯୋଗିଜୀଙ୍କୁ ଛତିଶିଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ କରେଇଲେ

ಸಮಾನಾರ್ಥಕ : କରେଇବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी पद,मर्यादा या अधिकार का अधिकारी बनाना।

विधायकों ने जोगीजी को छत्तीसगढ़ का प्रथम मुख्यमंत्री बनाया।
नियुक्त करना, बनाना

ಅರ್ಥ : କାମରେ ଲଗେଇବା

ಉದಾಹರಣೆ : ଏହି କାମପାଇଁ ସେ ସାତଜଣ ଲୋକଙ୍କୁ ନିଯୁକ୍ତି ଦେଲା

ಸಮಾನಾರ್ಥಕ : କାମ ଦେବା, ଚାକିରି ଦେବା, ନିଯୁକ୍ତି ଦେବା, ଭର୍ତ୍ତି କରିବା, ରଖିବା


ಇತರ ಭಾಷೆಗಳಿಗೆ ಅನುವಾದ :

काम पर लगाना।

इस काम के लिए उसने सात आदमियों को नियुक्त किया।
काम देना, तैनात करना, नियुक्त करना, नौकरी देना, भरती करना, भर्ती करना, मुकर्रर करना, रखना

Seek to employ.

The lab director recruited an able crew of assistants.
recruit

ಅರ್ಥ : କୌଣସି କର୍ମଚାରୀକୁ ଅନ୍ୟ ଏକ ଅସ୍ଥାୟୀ କାମପାଇଁ ସ୍ଥାନାନ୍ତରିତ କରିବା

ಉದಾಹರಣೆ : ସେନାଧ୍ୟକ୍ଷ ଜଣେ ଅଧିକାରୀଙ୍କୁ ସମୁଦ୍ରପାରି ଡ୍ୟୁଟି କରିବାପାଇଁ ନିଯୁକ୍ତ କଲେ


ಇತರ ಭಾಷೆಗಳಿಗೆ ಅನುವಾದ :

* किसी कर्मचारी को एक दूसरे अस्थाई काम के लिए स्थानान्तरित करना।

सेनाध्यक्ष ने एक अधिकारी को समुद्रपार ड्यूटी के लिए नियुक्त किया।
नियुक्त करना

Transfer an employee to a different, temporary assignment.

The officer was seconded for duty overseas.
second