ಅರ್ಥ : ଦାୟିତ୍ବ, ଦେଣା ଆଦିରୁ ମୁକୁଳିବାର ଅବସ୍ଥା ବା ଭାବ
ಉದಾಹರಣೆ :
ଅତିରିକ୍ତ କରଜରୁ ମୁକୁଳିବା ପାଇଁ ଘର ବିକିବା ଛଡା ଅନ୍ୟ ଗତିନାହିଁ
ಸಮಾನಾರ್ಥಕ : ମୁକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା
ಉದಾಹರಣೆ :
କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ
ಸಮಾನಾರ್ಥಕ : ବନ୍ଧନ ମୁକ୍ତ, ବିମୁକ୍ତି, ମୁକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
किसी प्रकार के जंजाल, झंझट, पाश, बंधन आदि से मुक्त होने की क्रिया।
किसी भी प्रकार के बंधन से मुक्ति की आकांक्षा हर एक की होती है।