ಅರ್ಥ : ବହୁତ ନିକଟର ବା ବହୁତ ପାଖରେ
ಉದಾಹರಣೆ :
ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
ಸಮಾನಾರ್ಥಕ : ଅନ୍ତରଙ୍ଗ, ଆତ୍ମୀୟ, ଗାଢ଼, ଘନିଷ୍ଠ, ଦୃଢ଼, ପ୍ରଗାଢ଼
ಇತರ ಭಾಷೆಗಳಿಗೆ ಅನುವಾದ :
Marked by close acquaintance, association, or familiarity.
Intimate friend.ಅರ್ಥ : ଯାହାର ଅବୟବ ବା ଅଂଶ ପାଖକୁପାଖ ବା ଖୁନ୍ଦାଖିନ୍ଦି ଥାଏ ବା ଯାହା ବହୁତ ଲାଗିଲାଗି ରହିଛି
ಉದಾಹರಣೆ :
ଶିକାର ଘଞ୍ଚବଣରେ ପଶିଗଲା ଏବଂ ଶିକାରୀ ଖାଲି ହାତରେ ଫେରିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଭାଙ୍ଗେନାହିଁ
ಉದಾಹರಣೆ :
ସେହି ପତି ପତ୍ନୀଙ୍କ ମଧ୍ୟରେ ଅତୁଟ ସମ୍ପର୍କ ଅଛି
ಸಮಾನಾರ್ಥಕ : ଅତୁଟ
ಇತರ ಭಾಷೆಗಳಿಗೆ ಅನುವಾದ :
Not easily destroyed.
indestructible