ಅರ್ಥ : ଯାହା ଧ୍ୱନି ବା ଶବ୍ଦ ରୂପରେ ପ୍ରକଟ ହୋଇଥାଏ
ಉದಾಹರಣೆ :
ଅର୍ଜୁନଙ୍କ ଧନୁର ଟଙ୍କାରରେ ଚଉଦିଗ ନିନାଦିତ ହୋଇଉଠିଲା
ಸಮಾನಾರ್ಥಕ : କମ୍ପିତ, ପ୍ରତିଧ୍ୱନିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଗୁଞ୍ଜରିତ ହୁଏ
ಉದಾಹರಣೆ :
ପ୍ରତିଧ୍ୱନିତ ଶଙ୍ଖର ଶବ୍ଦ ଚାରିଆଡ଼େ ଖେଳିଗଲା
ಸಮಾನಾರ್ಥಕ : ଗୁଞ୍ଜରିତ, ପ୍ରତିଧ୍ୱନିତ
ಇತರ ಭಾಷೆಗಳಿಗೆ ಅನುವಾದ :