ಅರ್ಥ : ଯାହାକୁ ଶୋଇବା ସମୟରେ ମଧ୍ୟ ନିଦ ଆସେନାହିଁ
ಉದಾಹರಣೆ :
ଉନ୍ନିଦ୍ର ବ୍ୟକ୍ତି ରାତିସାରା ଖଟ ଉପରେ କଡ଼ ବଦଳାଉଥାଏ
ಸಮಾನಾರ್ಥಕ : ଉନ୍ନିଦ୍ର, ନିଦ୍ରା ରହିତ
ಇತರ ಭಾಷೆಗಳಿಗೆ ಅನುವಾದ :
जिसे सोने के समय भी नींद न आती हो।
उन्निद्र व्यक्ति रातभर चारपाई पर करवटें बदलता रहा।ಅರ್ಥ : ଯାହାକୁ ନିଦ ଆସୁନି
ಉದಾಹರಣೆ :
ନିଦ୍ରାହୀନ ବ୍ୟକ୍ତିକୁ ପ୍ରତିଦିନ ଶୋଇବାପାଇଁ ଔଷଧ ଖାଇବାକୁ ପଡ଼େ
ಸಮಾನಾರ್ಥಕ : ନିଦ୍ରାବିହୀନ, ନିଦ୍ରାରହିତ
ಇತರ ಭಾಷೆಗಳಿಗೆ ಅನುವಾದ :
जिसे निद्रा न आवे।
अनिद्र व्यक्ति को रोज सोने के लिए दवा खानी पड़ती है।