ಅರ್ಥ : ସ୍ରାବ ନିମନ୍ତେ ନଳି ଆକାରର ସଂରଚନା ଯେଉଁଥିରେ କିଛି ତରଳ ପଦାର୍ଥ ରହିଥାଏ
ಉದಾಹರಣೆ :
ଆମ ଶରୀରରେ କେତେ ପ୍ରକାରର ନାଡ଼ି ଥାଏ
ಸಮಾನಾರ್ಥಕ : ନଳିକା, ବାହିନୀ ନଳିକା
ಇತರ ಭಾಷೆಗಳಿಗೆ ಅನುವಾದ :
A bodily passage or tube lined with epithelial cells and conveying a secretion or other substance.
The tear duct was obstructed.ಅರ್ಥ : ଶରୀରରୁ ହୃଦୟକୁ ରକ୍ତ ନେଉଥିବା ନାଡ଼ି
ಉದಾಹರಣೆ :
ଡାକ୍ତର ନାଡ଼ି ପରୀକ୍ଷା କରୁଛନ୍ତି
ಸಮಾನಾರ್ಥಕ : ରକ୍ତ ବାହିକା
ಇತರ ಭಾಷೆಗಳಿಗೆ ಅನುವಾದ :
शरीर से रक्त को हृदय तक लाने या ले जाने वाली नली।
वैद्यजी नस का परीक्षण कर रहे हैं।ಅರ್ಥ : ସମଗ୍ର ଶରୀରରେ ସୂକ୍ଷ୍ମ ସ୍ନାୟୁର ପରିବ୍ୟାପ୍ତ ଜାଲ ଯାହାଦ୍ୱାରା ସ୍ପର୍ଶ, ଶୀତ, ବେଦନାଆଦିକୁ ଅନୁଭବ କରାଯାଏ
ಉದಾಹರಣೆ :
ନାଡ଼ି ଠିକ ଭାବରେ କାମ ନ କଲେ ପକ୍ଷାଘାତ ରୋଗହୁଏ
ಇತರ ಭಾಷೆಗಳಿಗೆ ಅನುವಾದ :