ಅರ್ಥ : ଗୋଟିଏ ପୌରାଣିକ ଅସ୍ତ୍ର ଯାହା ବିଷୟରେ କୁହାଯାଏ ଯେ ଏହା ଆଧୁନିକ ବନ୍ଧୁକ ସହିତ ସମାନ ଥିଲା
ಉದಾಹರಣೆ :
ନଳିକାରୁ ଗୁଳି ବା ଛୋଟଛୋଟ ତୀର ଛଡା ଯାଉଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ନଳାରେ ମଇଳା ପାଣି ବହେ
ಉದಾಹರಣೆ :
ଘରଗୁଡ଼ିକର ନଳାପାଣି ଗଳିରେ ଜମା ହେଲେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ
ಸಮಾನಾರ್ಥಕ : ନଳା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ଜଳମାର୍ଗରେ ବର୍ଷାପାଣି ବହେ
ಉದಾಹರಣೆ :
ଲଗାଣ ବର୍ଷା ହେବାରୁ ନାଳଗୁଡ଼ିକ ଉଛୁଳି ପଡ଼ୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
A passage for water (or other fluids) to flow through.
The fields were crossed with irrigation channels.ಅರ್ಥ : ଏହି ବଡ଼ ନଳା ଯେଉଁଥିରେ ବର୍ଷା ପାଣି ବା ମଇଳା ପାଣିଆଦି ପ୍ରବାହିତ ହୁଏ
ಉದಾಹರಣೆ :
ଏହି ନଳାର ପାଣି ସହରଠାରୁ ଦୂରରେ ଏକ ନଦୀରେ ଯାଇପଡ଼ିଛି
ಸಮಾನಾರ್ಥಕ : ନଳା
ಇತರ ಭಾಷೆಗಳಿಗೆ ಅನುವಾದ :