ಅರ್ಥ : ସେହି ତନ୍ତ୍ର ଯେଉଁଥିରେ ମନମୁଖି ଭାବରେ ଅବହେଳାପୂର୍ଣ୍ଣ କାର୍ଯ୍ୟ ଯାହା ବିଶୃଙ୍ଖଳତାର ସହ ଅଧା ରହେ ବା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପ୍ତ ହୋଇନପାରି ଆବଶ୍ୟକତାଠାରୁ ଅଧିକ ସମୟ ନେଉଥିବା ଶାସନ ପ୍ରଣାଳୀ
ಉದಾಹರಣೆ :
କେତେକ ପ୍ରମୁଖ ମହତ୍ବପୂର୍ଣ୍ଣ ଯୋଜନା ଉପରେ ନାଲିଫିତାର ମନ୍ଦ ପ୍ରଭାବ ପଡୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
वह तंत्र जिसमें मनमाने तरीके से उपेक्षा करते हुए कोई कार्य आदि अशृंखलाबद्ध तरीके से लटका रहता है यानि समय पर पूरा नहीं होता है या आवश्यकता से अधिक समय लेने वाली शासन प्रणाली।
कई सारी महत्त्वपूर्ण योजनाओं पर लालफीताशाही का बुरा असर पड़ रहा है।