ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ନାମ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ନାମ   ବିଶେଷ୍ୟ

ಅರ್ಥ : ଖ୍ୟାତ ହେବାର ଅବସ୍ଥା ବା ଭାବ

ಉದಾಹರಣೆ : ସଚିନ ତେନ୍ଦୁଲକର କ୍ରିକେଟ୍‌ରୁ ଖ୍ୟାତି ଓ ପଇସା ଉଭୟ ରୋଜଗାର କରିଛନ୍ତି

ಸಮಾನಾರ್ಥಕ : ଖ୍ୟାତି, ପ୍ରଖ୍ୟାତି, ପ୍ରତିଷ୍ଠା, ପ୍ରସିଦ୍ଧି, ଯଶ, ସୁଖ୍ୟାତି, ସୁନାମ, ସୁଯଶ


ಇತರ ಭಾಷೆಗಳಿಗೆ ಅನುವಾದ :

The state or quality of being widely honored and acclaimed.

celebrity, fame, renown

ಅರ್ಥ : ସେହି ଶବ୍ଦ ଯାହାଦ୍ୱାରା କୌଣସି ବସ୍ତୁ, ବ୍ୟକ୍ତିଙ୍କୁ ସୂଚିତ କରାଯାଏ ବା ଡକାଯାଏ

ಉದಾಹರಣೆ : ଆମର ପ୍ରଧାନାଚାର୍ଯ୍ୟ ମହୋଦୟଙ୍କ ନାମ ଶ୍ରୀ ପୁଷ୍ପକ ଭଟ୍ଟାଚାର୍ଯ୍ୟ


ಇತರ ಭಾಷೆಗಳಿಗೆ ಅನುವಾದ :

वह शब्द जिससे किसी वस्तु, व्यक्ति आदि का बोध हो या वह पुकारा जाए।

हमारे प्राचार्य जी का नाम श्री पुष्पक भट्टाचार्य है।
आह्वय, इस्म, जोग, नाम, योग, संज्ञा

A language unit by which a person or thing is known.

His name really is George Washington.
Those are two names for the same thing.
name

ಅರ್ಥ : ଶକ୍ତି, ସମ୍ମାନ, ଭୟ, ଆତଙ୍କ ବା କିଛି ବିଶେଷ ଘଟଣା ମାଧ୍ୟମରେ ମିଳିଥିବା ପ୍ରସିଦ୍ଧି

ಉದಾಹರಣೆ : ଏହି ଅଞ୍ଚଳରେ ଜମିଦାରଙ୍କର ଭଲ ପ୍ରଭାବ ଅଛି

ಸಮಾನಾರ್ಥಕ : ପ୍ରଭାବ


ಇತರ ಭಾಷೆಗಳಿಗೆ ಅನುವಾದ :

शक्ति, सम्मान, भय, आतंक या कोई विशेष बात आदि से प्राप्त प्रसिद्धि।

इस इलाके में ठाकुर रणवीर की धाक है।
दबदबा, दाप, धाँक, धाक, धाम, प्रभाव, बोलबाला, रुआब, रुतबा, रोआब, रोब, रोब-दाब, रौब, साख

A power to affect persons or events especially power based on prestige etc.

Used her parents' influence to get the job.
influence

ಅರ್ಥ : ହିସାବଖାତାର ଯେଉଁ ସ୍ତମ୍ଭରେ କୌଣସି ଲୋକର ନାମପରେ ତାକୁ ଦିଆଯାଉଥିବା ବା ତାଠାରୁ ମିଳିଥିବା ଧନ, ଜିନିଷ ଆଦି ଲେଖାଥାଏ

ಉದಾಹರಣೆ : ଦୋକାନୀ ଅନ୍ୟ ଗ୍ରାହାକର ଉଧାରକୁ ମଧ୍ୟ ମୋ ନାମରେ ଚଢ଼ାଇ ଦେଇଛି


ಇತರ ಭಾಷೆಗಳಿಗೆ ಅನುವಾದ :

लेखाबही का वह स्तम्भ जिसमें किसी के नाम के आगे उसको दिया या उससे पाया हुआ धन, माल आदि लिखा रहता है।

दुकानदार ने एक दूसरे ग्राहक का उधार भी मेरे नाम में चढ़ा दिया है।
नाम