ಅರ್ಥ : ରାମାୟଣରେ ବର୍ଣ୍ଣିତ ଯେଉଁ ନାଗମାତା ହନୁମାନଙ୍କୁ ସମୁଦ୍ର ପାରି କରିବା ସମୟରେ ପରୀକ୍ଷା କରିଥିଲେ
ಉದಾಹರಣೆ :
ହନୁମାନଙ୍କୁ ପରୀକ୍ଷା କରିବାପାଇଁ ଦେବତାମାନେ ସୁରସାକୁ ପଠାଇଥିଲେ
ಸಮಾನಾರ್ಥಕ : ସୁରସା
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical beingಅರ್ಥ : କଶ୍ୟପ ଋଷିଙ୍କ ଯେଉଁ ପତ୍ନୀ ନାଗମାନଙ୍କ ମାତା ଥିଲେ
ಉದಾಹರಣೆ :
କଦ୍ରୁ ଦକ୍ଷ ପ୍ରଜାପତିଙ୍କ କନ୍ୟା ଓ ବିନତାଙ୍କ ଭଉଣୀ ଥିଲେ
ಸಮಾನಾರ್ಥಕ : କଦ୍ରୁ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical being