ಅರ್ಥ : ଯେଉଁ ଉପକରଣକୁ ପାତ୍ର ମୁହଁରେ ରଖିକରି କୌଣସି ତରଳ ପଦାର୍ଥ ଢଳାଯାଏ
ಉದಾಹರಣೆ :
ତେଲ ତଳେ ଢାଳି ନହେବାପାଇଁ ସେ ଡବାମୁହଁରେ କାହାଳୀ ଲଗାଇଲା
ಇತರ ಭಾಷೆಗಳಿಗೆ ಅನುವಾದ :
A conically shaped utensil having a narrow tube at the small end. Used to channel the flow of substances into a container with a small mouth.
funnelಅರ್ಥ : ଗୋଟିଏ ପୌରାଣିକ ଅସ୍ତ୍ର ଯାହା ବିଷୟରେ କୁହାଯାଏ ଯେ ଏହା ଆଧୁନିକ ବନ୍ଧୁକ ସହିତ ସମାନ ଥିଲା
ಉದಾಹರಣೆ :
ନଳିକାରୁ ଗୁଳି ବା ଛୋଟଛୋଟ ତୀର ଛଡା ଯାଉଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ନଳ ଆକୃତିର କୌଣସି ବସ୍ତୁ
ಉದಾಹರಣೆ :
ପଶୁମାନଙ୍କୁ ରୋଗ ହେଲେ ସେମାନଙ୍କୁ ବାଉଁଶ ନଳୀରେ ଔଷଧ ପିଆଇ ଦିଆଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବନ୍ଧୁକର ଆଗ ପାଖ ଯାହା ମଧ୍ୟଦେଇ ଗୋଳି ବାହାରି ଥାଏ
ಉದಾಹರಣೆ :
ଗୋଳି ଫୁଟିଲା ପରେ ନଳୀରୁ ଧୂଆଁ ବାହାରୁ ଥିଲା
ಸಮಾನಾರ್ಥಕ : ବନ୍ଧୁକର ନଳୀ
ಇತರ ಭಾಷೆಗಳಿಗೆ ಅನುವಾದ :
बंदूक का वह अगला भाग जिसमें से होकर गोली निकलती है।
गोली चलने के बाद नली से धुआँ निकल रहा था।