ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ନବାବ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ନବାବ   ବିଶେଷ୍ୟ

ಅರ್ಥ : ମୋଗଲ ବାଦଶାହାଙ୍କ ଯେଉଁ ପ୍ରତିନିଧି ଯେ କୌଣସି ପ୍ରଦେଶର ଶାସନପାଇଁ ନିଯୁକ୍ତ ହେଉଥିଲେ

ಉದಾಹರಣೆ : ବାଦଶାହା ସମସ୍ତ ନବାବଙ୍କୁ ନିଜ ଦରବାରରେ ଉପସ୍ଥିତ ହେବାପାଇଁ ହୁକୁମ ଦେଲେ

ಸಮಾನಾರ್ಥಕ : ନୱାବ


ಇತರ ಭಾಷೆಗಳಿಗೆ ಅನುವಾದ :

मुगल बादशाहों का वह प्रतिनिधि जो किसी प्रदेश के शासन के लिए नियुक्त होता था।

बादशाह ने सभी नवाबों को अपने दरबार में पेश होने का हुक्म दिया।
नवाब

A governor in India during the Mogul empire.

nabob, nawab

ಅರ್ಥ : ଇଂରେଜ ସରକାରଙ୍କ ଠାରୁ ମୁସଲମାନ୍ ଧନୀମାନଙ୍କୁ ମିଳିଥିବା ଏକ ଉପାଧି ଯାହାକୁ ସେମାନେ ନିଜ ନାମ ସହିତ ଲଗାଉ ଥିଲେ

ಉದಾಹರಣೆ : ଲକ୍ଷ୍ନୌ ନବାବମାନଙ୍କ ସହର


ಇತರ ಭಾಷೆಗಳಿಗೆ ಅನುವಾದ :

एक उपाधि जो मुसलमान अमीरों को अँग्रेजी सरकार की ओर से मिलती थी जिसे वे अपने नाम के साथ लगाते थे।

लखनऊ नवाबों का शहर है।
नवाब

ନବାବ   ବିଶେଷଣ

ಅರ್ಥ : ବହୁତ ଆଡ଼ମ୍ବର ଏବଂ ଧନାଢ଼୍ୟ ଢଙ୍ଗରେ ରହିବା ଲୋକ

ಉದಾಹರಣೆ : ତୁମ ନବାବ ପୁଅ ସହରରେ ପାନ - ଭୋଜନୋତ୍ସବରେ ପଇସା ଉଡ଼ାଉଛି


ಇತರ ಭಾಷೆಗಳಿಗೆ ಅನುವಾದ :

बहुत शान-शौकत और अमीरी ढंग से रहनेवाला।

तुम्हारा नवाब बेटा शहर में गुलछर्रे उड़ा रहा है।
नवाब