ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ମନୁଷ୍ୟ ନିର୍ମିତ ଏକ ପ୍ରକାର ବସ୍ତି ଯାହା ଗାଁ ଓ ଛୋଟ ସହରଠାରୁ ବହୁତ ବଡ଼ ଏବଂ ଯେଉଁଥିରେ ବିଭିନ୍ନ ପ୍ରକାରର ଲୋକ ରହନ୍ତି ଏବଂ ବଜାର ରହିଥାଏ
ಉದಾಹರಣೆ : ମୁମ୍ବାଇ ଭାରତର ସବୁଠୁ ବଡ଼ ସହର
ಸಮಾನಾರ್ಥಕ : ଟାଉନ୍, ନଗରୀ, ମହାନଗରୀ, ସହର, ସିଟି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
मनुष्य की वह बस्ती जो गाँव और कस्बे से बहुत बड़ी होती है और जिसमें सब तरह के बहुत-से लोग रहते और बाज़ार होते हैं।
ಅರ್ಥ : କୌଣସି ସହରରେ ରହୁଥିବା ଲୋକ
ಉದಾಹರಣೆ : ନେତାଙ୍କ ହତ୍ୟାକୁ ସାରା ସହର ବିରୋଧ କଲା
ಸಮಾನಾರ್ಥಕ : ସହର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी शहर में रहने वाले लोग।
People living in a large densely populated municipality.
ಸ್ಥಾಪನೆ