ಅರ್ಥ : ଆକାଶରେ ଦିଶୁଥିବା ସ୍ଥିର ଖଗୋଳୀୟ ପିଣ୍ଡ ଯାହା ରାତିରେ ଚମକୁଥିବା ଦେଖାଯାଏ
ಉದಾಹರಣೆ :
ପୃଥିବୀଠାରୁ ବହୁତ ଦୂରରେଥିବାରୁ ତାରାଗୁଡ଼ିକ ଛୋଟ ଦେଖାଯାଆନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
Any celestial body visible (as a point of light) from the Earth at night.
starಅರ್ಥ : ଚନ୍ଦ୍ରଙ୍କ ପଥରେ ପଡ଼ୁଥିବା ସତେଇଶଟି ସ୍ଥିର ତାରାପୁଞ୍ଜ ଯାହାଙ୍କର ଭିନ୍ନଭିନ୍ନ ରୂପ ବା ଆକାର ମାନିନିଆଯାଇଛି ଓ ଯେଉଁମାନଙ୍କର ଅଲଗା ଅଲଗା ନାମ ରହିଛି
ಉದಾಹರಣೆ :
ନକ୍ଷତ୍ରମାନଙ୍କ ସଂଖ୍ୟା ସତେଇଶ
ಇತರ ಭಾಷೆಗಳಿಗೆ ಅನುವಾದ :
A configuration of stars as seen from the earth.
constellationಅರ್ಥ : ଯେଉଁ ସମୟରେ ଚନ୍ଦ୍ରମା ନିଜ ମାର୍ଗରେ ପଡ଼ୁଥିବା ସତେଇଶ ସ୍ଥିର ତାରା ସମୁଦାୟ ମଧ୍ୟରେ ବିତାନ୍ତି
ಉದಾಹರಣೆ :
ତାର ଜନ୍ମ ସ୍ୱାତୀ ନକ୍ଷତ୍ରରେ ହୋଇଛି
ಇತರ ಭಾಷೆಗಳಿಗೆ ಅನುವಾದ :