ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ଇଂରେଜୀ ମାସର ନବମ ଦିନରେ ପଡ଼ୁଥିବା ତାରିଖ
ಉದಾಹರಣೆ : ଆସନ୍ତାମାସ ନଅ ତାରିଖଦିନ ଆବ୍ରାହମର ଜନ୍ମଦିନ
ಸಮಾನಾರ್ಥಕ : ନଅ ତାରିଖ
ಅರ್ಥ : ତାସର ଯେଉଁ ପତାରେ ଯେ କୌଣସି ରଙ୍ଗର ନଅଟି ବୁଟି ଥାଏ
ಉದಾಹರಣೆ : ମୋ ପାଖରେ ନାଲିପାନର ନହଲା ଅଛି
ಸಮಾನಾರ್ಥಕ : ନହ, ନହଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
ताश का वह पत्ता जिसमें किसी भी रंग की नौ बूटियाँ बनी होती हैं।
ಅರ್ಥ : ଆଠରେ ଏକ ମିଶିଲେ ମିଳୁଥିବା ସଂଖ୍ୟା
ಉದಾಹರಣೆ : ପାଞ୍ଚରେ ଚାରି ମିଶିଲେ ନଅ ହୁଏ
ಸಮಾನಾರ್ಥಕ : ୯
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
आठ और एक के योग से प्राप्त संख्या।
The cardinal number that is the sum of eight and one.
ಅರ್ಥ : ଆଠ ଏବଂ ଏକ
ಉದಾಹರಣೆ : ଏହି କଲମର ଦାମ ନଅ ଟଙ୍କା
ಸಮಾನಾರ್ಥಕ : 9, ନ, ନବ, ୯
आठ और एक।
Denoting a quantity consisting of one more than eight and one less than ten.
ಸ್ಥಾಪನೆ