ಅರ್ಥ : କୌଣସି କଥା ବା କାମରେ ମନ ଲଗାଇବାର ଦଶା ବା ଭାବ
ಉದಾಹರಣೆ :
ରମେଶ ଖୁବ ଧ୍ୟାନର ସହିତ ପଢ଼େ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅଲୌକିକ ସତ୍ତାର ଲଗାତାର କିଛି ସମୟ ପର୍ଯ୍ୟନ୍ତ ହେଉଥିବା ଗମ୍ଭୀର ମନନ କିମ୍ବା ଚିନ୍ତନ ଯାହା ଯୋଗର ସପ୍ତମ କିମ୍ବା ସମାଧିର ପୂର୍ବ ଅଙ୍ଗ ଭାବରେ ଗ୍ରହଣ କରାଯାଏ
ಉದಾಹರಣೆ :
ସାଧୁ ଧ୍ୟାନଯୋଗରେ ମଗ୍ନ
ಸಮಾನಾರ್ಥಕ : ଧ୍ୟାନ ଯୋଗ
ಇತರ ಭಾಷೆಗಳಿಗೆ ಅನುವಾದ :
Continuous and profound contemplation or musing on a subject or series of subjects of a deep or abstruse nature.
The habit of meditation is the basis for all real knowledge.ಅರ್ಥ : କାହାରିକୁ ଉପେକ୍ଷା ନ କରିବା ଭାବ
ಉದಾಹರಣೆ :
ସେ ବଡ଼ମାନଙ୍କ କଥାରେ ଧ୍ୟାନ ନ ଦେଇ ନିଜର ଇଚ୍ଛା ଅନୁସାରେ କାମ କରୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
Paying particular notice (as to children or helpless people).
His attentiveness to her wishes.