ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯେ ସ୍ଥିର ରହିନପାରି ଚଞ୍ଚଳଭାବେ କାମ କରେ ବା ଚଞ୍ଚଳ ଚିତ୍ତ ବାଲା
ಉದಾಹರಣೆ : ମୋହନ ଜଣେ ଧୈର୍ଯ୍ୟହୀନ ବାଳକ, ସେ ଶାନ୍ତିରେ ଗୋଟିଏ ସ୍ଥାନରେ ବସିପାରେ ନାହିଁ
ಸಮಾನಾರ್ಥಕ : ଅଧୀର, ଅଧୈର୍ଯ୍ୟବାନ, ଅନବସ୍ଥିତ, ଚଞ୍ଚଳ, ଚପଳ, ବାଳୁଙ୍ଗା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो स्थिर न रहते हुए चंचलतापूर्ण काम करे या चंचल चित्त वाला।
ಅರ್ಥ : ଯାହାଠାରେ ଧୈର୍ଯ୍ୟ ନାହିଁ ବା ଧୈର୍ଯ୍ୟର ଅଭାବ ଅଛି
ಉದಾಹರಣೆ : ଧୈର୍ଯ୍ୟ ରଖ, ଅଧୈର୍ଯ୍ୟ ହେଲେ କୌଣସି କାମ ହୋଇପାରେ ନାହିଁ
ಸಮಾನಾರ್ಥಕ : ଅଧୈର୍ଯ୍ୟ
जिसमें धैर्य न हो या धैर्य का अभाव हो।
ಸ್ಥಾಪನೆ