ಅರ್ಥ : ଧୋକା ଦେବା ବ୍ୟକ୍ତି
ಉದಾಹರಣೆ :
ଆଧୁନିକ ଯୁଗରେ ଧୋକାବାଜ ଲୋକେ କମ୍ ନାହାନ୍ତି
ಸಮಾನಾರ್ಥಕ : କପଟୀ, ଚାଲବାଜ, ଧୋକାବାଜ, ପ୍ରତାରକ
ಇತರ ಭಾಷೆಗಳಿಗೆ ಅನುವಾದ :
धोखा देनेवाला व्यक्ति।
आधुनिक युग में धोखेबाजों की कमी नहीं है।ಅರ್ಥ : ଠକୁଥିବା ବ୍ୟକ୍ତି
ಉದಾಹರಣೆ :
ପୋଲିସ ଦଗାବାଜଙ୍କ ଅନ୍ୱେଷଣରେ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦଗାବାଜୀ କରୁଥିବା ବ୍ୟକ୍ତି
ಉದಾಹರಣೆ :
ପୋଲିସ ଦଗାବାଜ ରମେଶକୁ ଧରି ନେଇଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଧୋକାଦେବାପାଇଁ କୌଣସି ପ୍ରକାର ମିଛ କହୁଥିବା
ಉದಾಹರಣೆ :
ଧୋକାବାଜ ଲୋକଙ୍କଠାରୁ ସଦାବେଳେ ସତର୍କ ରହିବା ଉଚିତ୍
ಸಮಾನಾರ್ಥಕ : କପଟିଆ, ଚାଲବାଜିଆ, ଦଗାବାଜ, ଧୋକାବାଜ, ଶଠ
ಇತರ ಭಾಷೆಗಳಿಗೆ ಅನುವಾದ :
धोखा देने के लिए किसी प्रकार की झूठी कार्रवाई करने वाला।
धोखेबाज व्यक्तियों से हमेशा सतर्क रहना चाहिए।Intended to deceive.
Deceitful advertising.