ಅರ್ಥ : ଏଭଳି ପରମ୍ପରା ଯେଉଁଥିରେ ଏକ ପ୍ରକାର ବସ୍ତୁ,ବ୍ୟକ୍ତି ବା ଜୀବ ଜଣେ ଅନ୍ୟ ଜଣଙ୍କ ପଛରେ ସିଧାରେ ରହେ
ಉದಾಹರಣೆ :
ସଉଦା ଦୋକାନରେ ଲୋକେ ଧାଡ଼ିରେ ଛିଡ଼ାହୋଇଥାନ୍ତି ଲୋକେ ଧାଡ଼ିରେ ବସି ଖାଉଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ऐसी परम्परा जिसमें एक ही प्रकार की वस्तुएँ, व्यक्ति या जीव एक दूसरे के बाद एक सीध में हों।
राशन की दुकान पर लोगों की पंक्ति लगी हुई थी।ಅರ್ಥ : ଏକସ୍ଥାନରେ ବା ମଝିରେ ଏଣେତେଣେ ହୋଇ କିଛି ଦୂର ପର୍ଯ୍ୟନ୍ତ ଯାଇଥିବା କମ ଚଉଡ଼ା ଓ ଲମ୍ବା ବସ୍ତୁ ବା ଭୂଭାଗ
ಉದಾಹರಣೆ :
ରାସ୍ତାର ଦୁଇପାର୍ଶ୍ୱରେ ଦୋକାନର ଲମ୍ବା ଧାଡ଼ି ରହିଛି
ಸಮಾನಾರ್ಥಕ : ପଟି
ಇತರ ಭಾಷೆಗಳಿಗೆ ಅನುವಾದ :
एक ही में अथवा बीच में कुछ इधर-उधर होते हुए कुछ दूर तक जाने वाली कोई कम चौड़ी और लंबी वस्तु या भू-भाग।
सड़क के दोनो ओर दुकानों की लम्बी पट्टी है।ಅರ್ಥ : ଲୋକ ବା ବାହନମାନଙ୍କର ଧାଡ଼ି ଯାହା କାହାକୁ ବା କିଛିପାଇଁ ଅପେକ୍ଷା କରିଛନ୍ତି
ಉದಾಹರಣೆ :
ଧାଡ଼ି ଭାଙ୍ଗି ଯାତ୍ରୀ ଭରୁଥିବା ଚାଳକକୁ ବହୁତ ମାଡ଼ ହେଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପଷ୍ଠା ବା କୌଣସି ବସ୍ତୁର ପର୍ଦ୍ଦାଆଦି ଉପରେ ସିଧାରେ ଲେଖାହୋଇଥିବା ଲେଖା
ಉದಾಹರಣೆ :
ଉଦାହରଣ ନିମନ୍ତେ ଆପଣ ପଞ୍ଚମ ପଂକ୍ତି ଦେଖନ୍ତୁ
ಇತರ ಭಾಷೆಗಳಿಗೆ ಅನುವಾದ :
Text consisting of a row of words written across a page or computer screen.
The letter consisted of three short lines.