ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ହତିଆରଆଦିରେ ଧାର ଦେଉଥିବା ବା ପାଲିସ୍ କରୁଥିବା କାରିଗର
ಉದಾಹರಣೆ : ଶାଣଦିଆ କାରିଗରଖଣ୍ଡାର ଧାରକୁ ତୀକ୍ଷଣ କରୁଛି
ಸಮಾನಾರ್ಥಕ : ଧାରକାରୀ, ଶାଣଦିଆ କାରିଗର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
हथियार आदि पर धार देने या पालिश करने वाला कारीग़र।
ಅರ್ಥ : ବହୁତ ଧାର ଥିବା
ಉದಾಹರಣೆ : ଚାକର ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାଲିକକୁ ହତ୍ୟା କଲା
ಸಮಾನಾರ್ಥಕ : ତୀକ୍ଷ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
पैनी धार वाला।
Having a sharp cutting edge or point.
ಅರ್ಥ : ଯେଉଁଥିରେ ଧାର ଅଛି
ಉದಾಹರಣೆ : ସେ ଏକ ଧାରୁଆ ଅସ୍ତ୍ରରେ ସାପକୁ ପ୍ରହାର କଲା
ಸಮಾನಾರ್ಥಕ : ଦାଢୁଆ, ଶାଣିତ
जिसमें धार हो।
ಸ್ಥಾಪನೆ