ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ଧାରାବାହିକ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ଧାରାବାହିକ   ବିଶେଷ୍ୟ

ಅರ್ಥ : ଟିଭି,ରେଡ଼ିଓ ଆଦି ମାଧ୍ୟମରେ ପ୍ରସାରିତ ହେଉଥିବା ସେହି ଘଟଣାକ୍ରମ ପ୍ରଧାନ ନାଟକ ଆଦି ଯାହା କୌଣସି ବିଶେଷ ଚରିତ୍ରର ଦୈନନ୍ଦିନ ଜୀବନକୁ ଦର୍ଶାଇ ଥାଏ

ಉದಾಹರಣೆ : ଟିଭିରେ ପ୍ରସାରିତ ହେଉଥିବା ସବୁ ଧାରାବାହିକ କାହାଣୀ ମୋତେ ପରସ୍ପରସହ ସମ୍ବନ୍ଧିତ ହେଲାଭଳି ଲାଗୁଛି

ಸಮಾನಾರ್ಥಕ : ସିରିୟଲ


ಇತರ ಭಾಷೆಗಳಿಗೆ ಅನುವಾದ :

टीवी,रेडियो आदि पर चलता रहने वाला वह घटना-क्रम प्रधान नाटक आदि जो कुछ विशेष चरित्रों की रोजमर्रा की जिंदगी को दर्शाता है।

मुझे टीवी पर आ रहे सभी धारावाहिकों की कहानियाँ मिलती-जुलती लगती हैं।
धारावाहिक, सीरियल

A serialized set of programs.

A comedy series.
The Masterworks concert series.
serial, series

ଧାରାବାହିକ   ବିଶେଷଣ

ಅರ್ಥ : ଯାହା ନ ଅଟକି ଏକ ସୂତ୍ରରେ ଧାରାବାହିକ ରୂପେ ଚାଲୁଥାଏ

ಉದಾಹರಣೆ : ତାଙ୍କର ଧାରାବାହିକ ଲେଖା ପ୍ରତି ଶନିବାର ଖବରକାଗଜରେ ବାହାରୁଛି


ಇತರ ಭಾಷೆಗಳಿಗೆ ಅನುವಾದ :

एक सूत्र में धारा के रूप में बिना रुके आगे बढ़ने या चलनेवाला।

उनका धारावाहिक लेख हर शनिवार को समाचार पत्र में आता है।
धारावाहिक, धारावाही

In regular succession without gaps.

Serial concerts.
consecutive, sequent, sequential, serial, successive

ಅರ್ಥ : କ୍ରମରେ ଆସିଥିବା

ಉದಾಹರಣೆ : କ୍ରମାଗତ ହାରିବାପରେ ସେନାର ମନୋବଳ ଭାଙ୍ଗିଗଲା

ಸಮಾನಾರ್ಥಕ : କ୍ରମାଗତ, ନିରନ୍ତର, ନିରବଚ୍ଛିନ


ಇತರ ಭಾಷೆಗಳಿಗೆ ಅನುವಾದ :

ठीक क्रम या बारी से आया हुआ।

दर्शकों ने क्रमागत खिलाड़ियों का तालियों से स्वागत किया।
क्रमप्राप्त, क्रमागत

In regular succession without gaps.

Serial concerts.
consecutive, sequent, sequential, serial, successive