ಅರ್ಥ : କାହାଠାରୁ ନିଜର କୌଣସି ଆବଶ୍ୟକତା ପୂର୍ଣ୍ଣ କରିବା ବା ତାକୁ କୌଣସି ଅନୁଚିତ କାମ କରିବାରୁ ରୋକିବାପାଇଁ ତା ପାଖରେ ବା ଦୁଆରରେ ଜିଦ୍ ଧରି ବସିବାର କ୍ରିୟା
ಉದಾಹರಣೆ :
ପୋଲିସ ହାଜତରେ ହୋଇଥିବା ମୃତ୍ୟୁର ତଦନ୍ତ କରିବାପାଇଁ ଲୋକମାନେ ଥାନା ଆଗରେ ଧାରଣା ଦେଲେ
ಸಮಾನಾರ್ಥಕ : ଧର୍ମଘଟ
ಇತರ ಭಾಷೆಗಳಿಗೆ ಅನುವಾದ :
किसी से अपनी कोई माँग पूरी कराने या उसे कोई अनुचित काम करने से रोकने के लिए उसके पास या द्वार पर अड़कर बैठने की क्रिया।
धरना का आयोजन राष्ट्रव्यापी भ्रष्टाचार के विरोध में किया गया था।A strike in which workers refuse to leave the workplace until a settlement is reached.
sit-down, sit-down strikeಅರ್ಥ : ଗୋଲାକାର,ଚେପଟା ବା ଚାରିକୋଣିଆ ପତଳା କାଠର ଯେଉଁ ବଲ୍ଲା ଖଟର ଲମ୍ବା ଓ ଚଉଡାରେ ଦୁଇପଟୁ ଥାଏ
ಉದಾಹರಣೆ :
ଏହି ପଲଙ୍କର ଧାରଣା ଭାରି ମଝବୁତ
ಸಮಾನಾರ್ಥಕ : ବାହି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଷୟଆଦି ଠିକ୍ ରୂପେ ବୁଝିପାରିବାର ଶକ୍ତି
ಉದಾಹರಣೆ :
ଏହି ବିଷୟରେ ତାଙ୍କର ଜ୍ଞାନ ଭଲ
ಸಮಾನಾರ್ಥಕ : ଜ୍ଞାନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଷୟରେ ମନରେ ହେଉଥିବା କୌଣସି ବିଚାର କିମ୍ବା ମତ
ಉದಾಹರಣೆ :
ତା ପ୍ରତି ମୋର ଧାରଣା ଭୁଲ ଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
किसी विषय में मन में होने वाला कोई विचार या मत।
उसके प्रति मेरी धारणा गलत थी।A vague idea in which some confidence is placed.
His impression of her was favorable.ಅರ್ಥ : ଛାତ ବା ଛପରର ଭାରକୁ ସମ୍ଭାଳିବା ଲାଗି କାନ୍ଥ ବା ଖୁଣ୍ଟରେ ଆଡ଼ିରେ ବନ୍ଧାଯାଉଥିବା ଲାଠି
ಉದಾಹರಣೆ :
ରାମଦୀନ ନିଜର କୁଡ଼ିଆରେ ଶାଗୁଆନର ଧାରଣା ଲଗାଇଲା
ಇತರ ಭಾಷೆಗಳಿಗೆ ಅನುವಾದ :