ಅರ್ಥ : ବସ୍ତ୍ର, ଆଭୂଷଣଆଦି ଶରୀରରେ ଧାରଣ କରିବା
ಉದಾಹರಣೆ :
ସେ ଗାଧୋଇସାରି ଭଲ ପୋଷାକ ପିନ୍ଧିଲେ
ಸಮಾನಾರ್ಥಕ : ପରିଧାନ କରିବା, ପିନ୍ଧିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
ಉದಾಹರಣೆ :
କୋଠରୀକୁ ସଫା ରଖ ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
ಸಮಾನಾರ್ಥಕ : ଚଳାଇବା, ନିର୍ବାହ କରିବା, ରଖିବା, ସ୍ଥାପନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी निश्चित या विशेष स्थिति आदि में रखना।
कमरे को साफ रखो।ಅರ್ಥ : "ଆମେ ତୋଫାନରୁ ରକ୍ଷା ପାଇବାପାଇଁ ଆଶ୍ରୟ ନେଲୁ"
ಉದಾಹರಣೆ :
ଆମେ ତୋଫାନରୁ ରକ୍ଷାପାଇବାପାଇଁ ଆଶ୍ରୟ ନେଲୁ
ಸಮಾನಾರ್ಥಕ : ଗ୍ରହଣ କରିବା, ନେବା, ଯାପନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :